ତ୍ରିବିକ୍ରମ Tri bikrama
- ସଂ. ବି (ତ୍ରି=ପାଦତ୍ରୟ ଦ୍ୱାରା+ବିକ୍ରମ=ଆକ୍ରମ, ଅଧିକାର ହୋଇଅଛି ଯାହାଙ୍କର, ଅର୍ଥାତ୍ ଯେ ବାମନ ଅବତାରରେ ତ୍ରିପଦଦ୍ୱରା ତ୍ରିଲୋକକୁ ଆକ୍ରମଣ କରିଥିଲେ; କିମ୍ବା ତ୍ରିଲୋକ ମଧ୍ୟରେ ଯାହାଙ୍କର ବିକ୍ରମ ଦୀପ୍ୟମାନ ଅଛି) — ବାମନରୂପୀ ବିଷ୍ଣୁ — Bishṇu in the incarnation of Bāmana
- ସଂ. ବି (ତ୍ରି=ପାଦତ୍ରୟ ଦ୍ୱାରା+ବିକ୍ରମ=ଆକ୍ରମ, ଅଧିକାର ହୋଇଅଛି ଯାହାଙ୍କର, ଅର୍ଥାତ୍ ଯେ ବାମନ ଅବତାରରେ ତ୍ରିପଦଦ୍ୱରା ତ୍ରିଲୋକକୁ ଆକ୍ରମଣ କରିଥିଲେ; କିମ୍ବା ତ୍ରିଲୋକ ମଧ୍ୟରେ ଯାହାଙ୍କର ବିକ୍ରମ ଦୀପ୍ୟମାନ ଅଛି) — ତ୍ରିଲୋକ ଆକ୍ରମଣ — An attack on the 3 worlds