ତ୍ରିବର୍ଗ Tri barga

  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ବର୍ଗ) — ସଂସାରୀର ତିନିଗୋଟି ଉଦ୍ଦେଶ୍ୟ, ଯଥା—ଧର୍ମ, ଅର୍ଥ ଓ କାମ — The three pursuits or desires of a worldly man, viz, virtue, wealth, and desires
  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ବର୍ଗ) — ସୃଷ୍ଟି, ସ୍ଥିତି ଓ ଲୟ — Creation; preservation and destruction
  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ବର୍ଗ) — ସତ୍ତ୍ୱ, ରଜଃ ଓ ତମଃ — The three primary qualities of Nature (good, medium and evil)
  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ବର୍ଗ) — ତ୍ରିଫଳା — The three myrobalans
  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ବର୍ଗ) — ତ୍ରିକଟୁ — The three pungent drugs
  • ସଂ. ବି (ସମାହାର ଦ୍ୱିଗୁ; ତ୍ରି+ବର୍ଗ) — ଆୟୁ, ସ୍ଥିତି ଓ ବ୍ଯୟ — Income; saving and expenditure