ତ୍ରିବର୍ଗ ସାଧନ Tribarga sādhana

  • ସଂ. ବି — ସଂସାରୀର ପ୍ରଧାନ ତିନିଗୋଟି ଆକାଂକ୍ଷାର ପୂରଣ — Consummation or fulfilment of the three main aims of a worldly man
  • ବିଣ — ଯାହାଦ୍ୱାରା ତ୍ରିବର୍ଗ ସିଦ୍ଧ ହୁଏ — Bringing about the fulfilment of the threefold aim of man