ତ୍ରିଫଳା Triphaḻā

  • ସଂ. ବି. ସ୍ତ୍ରୀ (ତ୍ରି+ଫଳ; ସମାହାର ଦ୍ୱିଗୁ) — ହରିଡ଼ା, ବାହାଡ଼ା ଓ ଅଏଁଳା ଏହି ତିନି ଫଳର ସଂଯୋଗ — A combination of myrobalan, belleric myrobalan and emblic myrobalan (prescribed in the Āyurbeda)
  • ସଂ. ବି. ସ୍ତ୍ରୀ (ତ୍ରି+ଫଳ; ସମାହାର ଦ୍ୱିଗୁ) — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ଚକ୍ଷୁର ହିତକର, ଅଗ୍ନି— ଦୀପକ, ରୁଚିକାରକ ଓ ସାରକ; ଏହା କଫ, ପିତ୍ତ, ମେହ, କୁଷ୍ଠ ଓ ବିଷମ ଜ୍ୱର ବିନାଶକ; ଏଥିର ଚୂର୍ଣ୍ଣ କରିବାକୁ ହେଲେ 1 ଭାଗ ହରିଡ଼ା, 2 ଭାଗ ବାହାଡ଼ା ଓ 3 ଭାଗ ଅଅଁଳା ମିଶାଇବାକୁ ହୁଏ। ତ୍ରିଫଳାରେ ନାନାପ୍ରକାର କ୍ୱାଥ, ପାଚନ, ଘୃତ ଓ ତୈଳ ପ୍ରସ୍ତୁତ ହୁଏ।] — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ଚକ୍ଷୁର ହିତକର, ଅଗ୍ନି— ଦୀପକ, ରୁଚିକାରକ ଓ ସାରକ; ଏହା କଫ, ପିତ୍ତ, ମେହ, କୁଷ୍ଠ ଓ ବିଷମ ଜ୍ୱର ବିନାଶକ; ଏଥିର ଚୂର୍ଣ୍ଣ କରିବାକୁ ହେଲେ1ଭାଗ ହରିଡ଼ା,2ଭାଗ ବାହାଡ଼ା ଓ3ଭାଗ ଅଅଁଳା ମିଶାଇବାକୁ ହୁଏ ତ୍ରିଫଳାରେ ନାନାପ୍ରକାର କ୍ୱାଥ, ପାଚନ, ଘୃତ ଓ ତୈଳ ପ୍ରସ୍ତୁତ ହୁଏ]