ତ୍ରିଧାମା Tridhāmā
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଧାମନ୍= ବାସସ୍ଥାନ ଯାହାର; ତ୍ରିଧାମନ୍; 1 ମା 1 ବ) — ବ୍ରହ୍ମା — Brahma
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଧାମନ୍= ବାସସ୍ଥାନ ଯାହାର; ତ୍ରିଧାମନ୍; 1 ମା 1 ବ) — ବିଷ୍ଣୁ — Bishṇu
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଧାମନ୍= ବାସସ୍ଥାନ ଯାହାର; ତ୍ରିଧାମନ୍; 1 ମା 1 ବ) — ଶିବ — Ṡiba
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଧାମନ୍= ବାସସ୍ଥାନ ଯାହାର; ତ୍ରିଧାମନ୍; 1 ମା 1 ବ) — ଅଗ୍ନି — Fire
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଧାମନ୍= ବାସସ୍ଥାନ ଯାହାର; ତ୍ରିଧାମନ୍; 1 ମା 1 ବ) — ମୃତ୍ୟୁ — Death
- ସଂ. ବି. ପୁଂ. (ବହୁବ୍ରୀହି; ତ୍ରି+ଧାମନ୍= ବାସସ୍ଥାନ ଯାହାର; ତ୍ରିଧାମନ୍; 1 ମା 1 ବ) — ସ୍ୱର୍ଗ — Heaven
- ସଂ. ବିଣ — ତ୍ରିସଂଖ୍ୟାନ୍ୱିତ — Numbering there