ତ୍ରିଦୋଷଜ Tridoshaja

  • ସଂ. ବିଣ. (ତ୍ରିଦୋଷ+ଜନ୍ ଧାତୁ+କର୍ତ୍ତୃ. ଅ) — ବାତ, ପିତ୍ତ ଓ କଫ ଦୋଷରୁ ଉତ୍ପନ୍ନ (ରୋଗାଦି) — Due to the derangement of the three humours of the body
  • ସଂ. ବି. — ସନ୍ନିପାତ — Collapse