ତ୍ରିଦିବ Tridiba

  • ସଂ. ବି. କ୍ଳୀ. (ତ୍ରି=ବ୍ରହ୍ମା; ବିଷ୍ଣୁ; ଶିବ+ଦିବ୍ ଧାତୁ=କ୍ରୀଡ଼ା; କରିବା+ଅଧିକରଣ. ଅ; ଯେଉଁଠାରେ ଦେବତାମାନେ ବିହାର କରନ୍ତି) — ସ୍ୱର୍ଗ — Heaven
  • ସଂ. ବି. କ୍ଳୀ. (ତ୍ରି=ବ୍ରହ୍ମା; ବିଷ୍ଣୁ; ଶିବ+ଦିବ୍ ଧାତୁ=କ୍ରୀଡ଼ା; କରିବା+ଅଧିକରଣ. ଅ; ଯେଉଁଠାରେ ଦେବତାମାନେ ବିହାର କରନ୍ତି) — ଆକାଶ — The sky; welkin
  • ସଂ. ବି. କ୍ଳୀ. (ତ୍ରି=ବ୍ରହ୍ମା; ବିଷ୍ଣୁ; ଶିବ+ଦିବ୍ ଧାତୁ=କ୍ରୀଡ଼ା; କରିବା+ଅଧିକରଣ. ଅ; ଯେଉଁଠାରେ ଦେବତାମାନେ ବିହାର କରନ୍ତି) — ସୁଖ — Happiness