ତ୍ରିଦଶେଶ୍ୱର Tridaṡeṡwrara

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ତ୍ରିଦଶ+ଈଶ୍ୱର) — ଇନ୍ଦ୍ର — Indra
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ତ୍ରିଦଶ+ଈଶ୍ୱର) — ମହାଦେବ — Siba
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ତ୍ରିଦଶ+ଈଶ୍ୱର) — ବିଷ୍ଣୁ — BIshṇu