ତ୍ରିଦଶେଶ୍ୱରୀ Tridaṡeṡwarī

  • ସଂ. ବି. ସ୍ତ୍ରୀ — ଇନ୍ଦ୍ରାଣୀ; ଶଚୀ — The wife of Indra
  • ସଂ. ବି. ସ୍ତ୍ରୀ — ଦୁର୍ଗା; ପାର୍ବତୀ — Pārbatī
  • ସଂ. ବି. ସ୍ତ୍ରୀ — ଲକ୍ଷ୍ମୀ — Lakshmī