ତ୍ରିଦଶାରି Tridaṡāri

  • ସଂ. ବି. ( 6 ଷ୍ଠୀ ତତ୍; ତ୍ରିଦଶ+ଅରି) — ଅସୁର; ରାକ୍ଷସ; ଦାନବ; ଦୈତ୍ୟ — A demon; a titan