ତ୍ରିଗୁଣ Triguṇa

  • ସଂ. ବି — ଗୁଣତ୍ରୟ; ସତ୍ୱ, ରଜଃ ଓ ତମ ଏହି ତିନି ଗୁଣ; ସୁଖ, ଦୁଃଖ ଓ ମୋହ — The three inherent or fundamental qualities of Nature or the Universe (viz good, medium and bad or heavenly, worldly and hellish)
  • ସଂ. ବି — ତିନିଗୋଟି ତାର ବା ଖିଅ — Three strings or strands
  • ସଂ. ବି — ତିନିଗୁଣ; ତିନିଓଡ଼; ତିନିଥର; ତିନିଦଫା — Three times
  • ବିଣ — ତିନି ଭାଙ୍ଗୁଣିଆ — Having three strands; trebled
  • ବିଣ — ତ୍ରିରାବୃତ୍ତି; ତିନିଖିଅଯୁକ୍ତ — Three stringed; consisting of three cords or threads
  • ବିଣ — ତିନିହୋରି; ତିନିଗୁଣିଆ — Threefold; folded thrice
  • ବିଣ — ଗୁଣତ୍ରୟଯୁକ୍ତ — Having the 3 inherent qualities of nature
  • ବିଣ — ତିନିଗୁଣା — Triple
  • ବିଣ — ତିନିଥର — Thrice