ତ୍ରିଗୁଣା Triguṇā

  • ସଂ. ବି. ସ୍ତ୍ରୀ (ତ୍ରି ଗୁଣ+ସ୍ତ୍ରୀ. ଆ) — ଦୁର୍ଗା — Goddess Durgā
  • ସଂ. ବି. ସ୍ତ୍ରୀ (ତ୍ରି ଗୁଣ+ସ୍ତ୍ରୀ. ଆ) — ମାୟା — Illusion