ତ୍ରିଗର୍ତ୍ତ Tri gartta
- ସଂ. ବି (ତ୍ରି=ତିନି+ଗର୍ତ୍ତ=ନିମ୍ନ ଭୂମି; ଗଙ୍ଗା, ବ୍ରହ୍ମପୁତ୍ତ ଓ ସିନ୍ଧୁ, ଏହି ତିନିଗୋଟି ଗର୍ତ୍ତ ଯେଉଁଠାରେ ଅଛି) — ତିବ୍ୱତ ଦେଶ — Tibet (country)
- ସଂ. ବି (ତ୍ରି=ତିନି+ଗର୍ତ୍ତ=ନିମ୍ନ ଭୂମି; ଗଙ୍ଗା, ବ୍ରହ୍ମପୁତ୍ତ ଓ ସିନ୍ଧୁ, ଏହି ତିନିଗୋଟି ଗର୍ତ୍ତ ଯେଉଁଠାରେ ଅଛି) — ପଞ୍ଜାବ ପ୍ରଦେଶଅନ୍ତର୍ଗତ ଜିଲ୍ଲା; ଜଳନ୍ଧର — The jalandhar district in the Punjab Precidency
- ସଂ. ବି (ତ୍ରି=ତିନି+ଗର୍ତ୍ତ=ନିମ୍ନ ଭୂମି; ଗଙ୍ଗା, ବ୍ରହ୍ମପୁତ୍ତ ଓ ସିନ୍ଧୁ, ଏହି ତିନିଗୋଟି ଗର୍ତ୍ତ ଯେଉଁଠାରେ ଅଛି) — ଗଣିତଶାସ୍ତ୍ରବିଶେଷ — Name of a branch of mathematices
- ସଂ. ବି (ତ୍ରି=ତିନି+ଗର୍ତ୍ତ=ନିମ୍ନ ଭୂମି; ଗଙ୍ଗା, ବ୍ରହ୍ମପୁତ୍ତ ଓ ସିନ୍ଧୁ, ଏହି ତିନିଗୋଟି ଗର୍ତ୍ତ ଯେଉଁଠାରେ ଅଛି) — ତ୍ରିଗର୍ତ୍ତଦେଶବାସୀ ଲୋକ — A resident of the district of Jalandhar
- ସଂ. ବି (ତ୍ରି=ତିନି+ଗର୍ତ୍ତ=ନିମ୍ନ ଭୂମି; ଗଙ୍ଗା, ବ୍ରହ୍ମପୁତ୍ତ ଓ ସିନ୍ଧୁ, ଏହି ତିନିଗୋଟି ଗର୍ତ୍ତ ଯେଉଁଠାରେ ଅଛି) — ଆଗେ ଗଲେ ତ୍ରିଗର୍ତ୍ତେ ବିରାଟ ନବରକୁ, ସେ ଦେଶର ଧେନୁ ଘେନି ଆସିବାକୁ—କୃଷ୍ଣସିଂହ. ମହାଭାରତ. ବିରାଟ।