ତ୍ରିକୋଣ Tri koṇa

  • ସଂ. ବି (ତ୍ରି+କୋଣ) — (ଦ୍ୱିଗୁ)—ତିନି କଣ; ତିନି କୋଣ — Three corners; three angles
  • ସଂ. ବି (ତ୍ରି+କୋଣ) — (ବହୁବ୍ରୀହି) ସ୍ତ୍ରୀଚିହ୍ନ; ଯୋନି — The vulva; vagina
  • ସଂ. ବି (ତ୍ରି+କୋଣ) — (ଫଳିତ ଜ୍ୟୋତିଷ) ଲଗ୍ନର ପଞ୍ଚମ ଓ ନବମ ସ୍ଥାନ — (astrology) The 5th and 9th places or positions counted from the 'lagna' in a person's horoscope
  • ସଂ. ବି (ତ୍ରି+କୋଣ) — (ଗଣିତ) ତ୍ରିଭୁଜ — A triangle
  • ସଂ. ବି (ତ୍ରି+କୋଣ) — ତ୍ରିଭୁଜାକୃତି ସ୍ଥାନ ବା ବସ୍ତୁ — A triangular place or thing
  • ସଂ. ବି (ତ୍ରି+କୋଣ) — ଆସାମ ଦେଶସ୍ଥ କାମରୂପର ତୀର୍ଥବିଶେଷ — Name of a place of pilgrimage in Kamarupa in Assam
  • ବିଣ — ତିନିକଣିଆ; ତ୍ରିକୋଣବିଶିଷ୍ଟ; ତ୍ରିଭୁଜାକୃତି — Triangular; trigonal