ତ୍ରିକୋଣାକାର Tri koṇākāra

  • ସଂ. ବି (କର୍ମଧା; ତ୍ରିକୋଣ+ଆକାର) — ତିନି କୋଣିଆଁ ଆକୃତି; ତ୍ରିଭୁଜ ପରି ଆକାର — Triangular shape
  • ବିଣ (ବହୁବ୍ରୀହି) — ତିନିକୋଣିଆଁ; ତ୍ରିଭୁଜ ପରି ଆକାରଯୁକ୍ତ — Three-cornered; triangular; triangle-shaped