ତ୍ରିକୁଟ Tri kuṭa

  • ଦେ. ବି (ସଂ. ତ୍ରିକୁଟ) — ଯୋଗ ବା ତନ୍ତ୍ର ଶାସ୍ତ୍ରୋକ୍ତ ଶରୀର ମଧ୍ୟସ୍ଥ ବ୍ରହ୍ମରନ୍ଧ୍ର; ତ୍ରିମୁନା; ଦୁଇ ଭ୍ରୂ ମଧ୍ୟସ୍ଥ ସ୍ଥାନ — The imaginary point in the human body on which attention is concentrated during the practice of 'j̄oga', the point between the two eye-brows
  • ଦେ. ବି (ସଂ. ତ୍ରିକୁଟ) — ମହା ବିଷମ ସମସ୍ୟା — A trilema; insoluble difficulty