ତ୍ରିକାଳ Trikāḻa
- ସଂ. ବି (ଦ୍ୱିଗୁ; ତ୍ରି+କାଳ) — ତିନିକାଳ; ଭୂତ, ଭବିଷ୍ୟତ ଓ ବର୍ତ୍ତମାନ; ସମୟର ତିନି ବିଭାଗ — The past, the present and the future
- ସଂ. ବି (ଦ୍ୱିଗୁ; ତ୍ରି+କାଳ) — (ବ୍ୟାକରଣ) କ୍ରିୟାର ଭୂତ, ଭବିଷ୍ୟତ ଓ ବର୍ତ୍ତମାନ କାଳ — (grammar) The three tenses of a verb
- ସଂ. ବି (ଦ୍ୱିଗୁ; ତ୍ରି+କାଳ) — ଦିନର ତିନି ବେଳ; ପ୍ରାତଃ, ମଧ୍ୟାହ୍ନ ଓ ସାୟାହ୍ନ — Morning, noon and evening of the day