ତ୍ରିକାଳଜ୍ଞ Trikāḻajn̄a
- ସଂ. ବିଣ. ପୁଂ (ତ୍ରିକାଳ+ଜ୍ଞା ଧାତୁ+କର୍ତ୍ତୃ. ଅ) — ଯେ ତିନିକାଳର ଘଟଣା ଜାଣିପାରେ — One who Knows the events of the past, the present and the future; omniscient
- ବି — ବୁଦ୍ଧଦେବ — The Buddha
- ବି — ଶିବ; ମହାଦେବ — God Ṡiba
- ବି — ଭୂତ; ବର୍ତ୍ତମାନ ଓ ଭବିଷ୍ୟତ ଘଟଣା ଜାଣିବା ବ୍ଯକ୍ତି — A seer; prophet