ତ୍ରିଂଶାଂଶ Trimṡāṁṡa

  • ସଂ. ବି.—(ଦ୍ୱିଗୁ; ତ୍ରିଂଶ+ଅଂଶ) — କୌଣସି ପଦାର୍ଥର ତିରିଶି ଭାଗରୁ ଏକ ଭାଗ — One thirtieth of any thing
  • ସଂ. ବି.—(ଦ୍ୱିଗୁ; ତ୍ରିଂଶ+ଅଂଶ) — (ଜ୍ୟୋତିଷ) ରାଶିର 30 ଭାଗରୁ ଏକ ଭାଗ — (ଜ୍ୟୋତିଷ) ରାଶିର30ଭାଗରୁ ଏକ ଭାଗ— . One thirtieth of a sign of the zodiac