ତ୍ରି ପତ୍ର Tripatra

  • ସଂ. ବିଣ. (ବହୁବ୍ରୀହି; ତ୍ରି+ ପତ୍ର) — ତିନି ଗୋଟି ପତ୍ରବିଶିଷ୍ଟ — Trefoil; having three leaves attached to a stalk
  • ବି. — ବେଲପତ୍ରୀ — The Bel leaves (having three leaves together
  • ବି. — ବେଲଗଛ — The Bel tree
  • ବି. — କୁଶତ୍ରୟରେ ରଚିତ ଦୈବ ଓ ପୈତ୍ରକାର୍ଯ୍ୟରେ ବ୍ଯବହୃତ ମୋଡ଼ା — Three blades of Kuṡa grass coiled together