ତ୍ରି ପଣ୍ଡ Tripaṇḍa

  • ସଂ. ବିଣ. (ତ୍ରି=ଧର୍ମ, ଅର୍ଥ, କାମ+ପଣ୍ଡ=ବ୍ୟର୍ଥ; ଯେ ଧର୍ମ, ଅର୍ଥ କାମକୁ ପଣ୍ଡ କରେ) — ଦୁରାତ୍ମା; ଦୁର୍ବୃତ୍ତ — Wicked
  • ସଂ. ବିଣ. (ତ୍ରି=ଧର୍ମ, ଅର୍ଥ, କାମ+ପଣ୍ଡ=ବ୍ୟର୍ଥ; ଯେ ଧର୍ମ, ଅର୍ଥ କାମକୁ ପଣ୍ଡ କରେ) — ଖଳ; ଶଠ; ପ୍ରତାରକ — Cheating; fraudulent; deceitful
  • ଦେ. ବି. — କଦାକାର — Ugly
  • ବିଣର ବିଣ. — ବିକଟରୂପେ; ଭୟାନକରୂପେ — Frightfully
  • ବିଣର ବିଣ. — ଅତ୍ୟନ୍ତ — Very