ତ୍ରି ଧାର Tridhāra

  • ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ଧାର) — ତିନିଗୋଟି ଧାରାର ସମାହାର — Three streams flowing or meeting together
  • ବିଣ — ତିନି ଧାରାବିଶିଷ୍ଟ — Having three streams
  • ବିଣ — ତିନି ଧାରାରେ ବୋହି ଯାଉଥିବା — Flowing in three streams