ତ୍ରି ଧାରା Tridhārā

  • ସଂ. ବି. ସ୍ତ୍ରୀ. (ଦ୍ୱିଗୁ ଓ କର୍ମଧା; ତ୍ରି+ଧାରା) — ତିନିଗୋଟି ଧାରା ବା ପାଣି ବହିବା ଧାର — Three streams flowing together
  • ସଂ. ବି. ସ୍ତ୍ରୀ. (ଦ୍ୱିଗୁ ଓ କର୍ମଧା; ତ୍ରି+ଧାରା) — (ବହୁବ୍ରୀହି) ତିନି ଧାରାରେ ବହିଯାଉଥିବା ନଦୀ, ଗଙ୍ଗା — The Ganges flowing in three streams
  • ସଂ. ବି. ସ୍ତ୍ରୀ. (ଦ୍ୱିଗୁ ଓ କର୍ମଧା; ତ୍ରି+ଧାରା) — [ଦ୍ର—ପୁରାଣମତରେ ଗଙ୍ଗାର ପ୍ରଥମ ଧାରା ମନ୍ଦାକିନୀରୂପେ ସ୍ୱର୍ଗରେ, ଦ୍ୱିତୀୟ ଧାରା ଭାଗୀରଥୀରୂପେ ମର୍ତ୍ତ୍ୟରେ ଓ ତୃତୀୟ ଧାରା ଭୋଗବତୀରୂପେ ପାତାଳରେ ବହୁ ଅଛି।]
  • ସଂ. ବି. ସ୍ତ୍ରୀ. (ଦ୍ୱିଗୁ ଓ କର୍ମଧା; ତ୍ରି+ଧାରା) — ଦେଉଳିଆ ସିଝୁ — A kind of cactus