ତ୍ରାୟମାଣ Trāyamāṇa

  • ସଂ. ବିଣ. ପୁଂ. (ତ୍ରୈ. ଧାତୁ+କର୍ମ. ଅନ) — ଯେ ଉଦ୍ଧାର ପାଇଅଛି; ଯାହାକୁ ତ୍ରାଣ କରାଯାଇଅଛି — Saved; protected; delivered
  • ସଂ. ବିଣ. ପୁଂ. (ତ୍ରୈ. ଧାତୁ+କର୍ମ. ଅନ) — (+କର୍ତ୍ତୃ. ଆନ) ତ୍ରାଣକାରୀ — Delivering
  • ସଂ. ବି — ତ୍ରାୟମାଣା (ଦେଖ) — Trāyamāṇā (See)