ତ୍ରାୟମାଣା Trāyamāṇā
- ସଂ. ବି. (ବୈଦ୍ଯକ) — ପାର୍ବତ୍ୟ ଔଷଧ ଲତାବିଶେଷ; ଭଦଭଦଳିଆ ଲତା — A herbarious creeper; Thalictrum Faliolosum
- ସଂ. ବି. (ବୈଦ୍ଯକ) — [ଦ୍ର—ଏହା କଷାୟ ତିକ୍ତରସ। ଏହାର ସମୂଳ ପତ୍ରର କ୍ୱାଥ ବା ଚୂର୍ଣ୍ଣ କଫ, ପିତ୍ତ, କୃମି, ରକ୍ତଗୁଳ୍ମ, ଜ୍ୱର, ଅର୍ଶଃ, ପ୍ଳୀହା, ହୃଦ୍ରୋଗ, କାମଳ, ଶୋଥ, ଭ୍ରମ, ଶୂଳ ଓ ବିଷ ପ୍ରଶମକ।]