ତ୍ରାହି କରିବା Trāhi karibā

  • ଦେ. କ୍ରି. — ଉଦ୍ଧାର କରିବା; ରକ୍ଷା କରିବା — To protect; to save; to deliver
  • ଦେ. କ୍ରି. — ଲକ୍ଷଣ ତ୍ରାହିକର ବୋଲିବୁ ଏ ବାଣୀ। କୃଷ୍ଣସିଂହ. ମହାଭାରତ. ବନ।