ତ୍ରାସିବା Trāsibā

  • ଦେ. (ପଦ୍ଯ) କ୍ରି — (ସଂ. ତ୍ରସ୍ ଧାତୁ) ଭୟ କରିବା; ଡରିବା — To fear
  • ଦେ. (ପଦ୍ଯ) କ୍ରି — ତ୍ରାସିଲେ ଦାନବତ୍ରାସ ବାସବ ଆପଣେ। ରାଧାନାଥ, ବେଣୀସଂହାର ।
  • ଦେ. (ପଦ୍ଯ) କ୍ରି — (ସଂ. ତ୍ରାସି ଧାତୁ) ଭୟ ଦେଖାଇବା; ଡରିବା — To threaten
  • ଦେ. (ପଦ୍ଯ) କ୍ରି — ଚରଣ ଶରଣ ଲୋକକୁ ତ୍ରାସିବା କଥା ତ ଉଚିତ ନୋହି। ଭଞ୍ଜ, ପ୍ରେମସୁଧାନିଧି।