ତ୍ରାସିତ Trāsita

  • ସଂ. ବିଣ. (ତ୍ରସ୍ ଧାତୁ. ଣିଚ୍ ତ୍ରାସି ଧାତୁ+କର୍ମ. ତ) — ଯାହାକୁ ଭୟ ଦେଖାଯାଇଅଛି; ବିଭୀଷିତ — Terrified; affrighted; alarmed