ତ୍ରପୀୟାନ୍ Trapīyān

  • ସଂ. ବି. ପୁଂ. (ତ୍ରପା+ଅଛି ଅର୍ଥରେ ଈୟସ୍; 1 ମା. 1 ବ) — ଲାଜକୁଳା; ଲଜ୍ଜାଶୀଳ — Shy; coy; modest