ତ୍ରପିଷ୍ଠ Trapishṭha

  • ସଂ. ବିଣ. ପୁଂ (ତ୍ରପା=ଲଜ୍ଜା+ଅତ୍ୟର୍ଥେ ଇଷ୍ଠ) — ଅତ୍ୟନ୍ତ ଲଜ୍ଜାଶୀଳ — Very coy. shy; coy; modest
  • ସଂ. ବିଣ. ପୁଂ (ତ୍ରପା=ଲଜ୍ଜା+ଅତ୍ୟର୍ଥେ ଇଷ୍ଠ) — ଲାଜକୁଳା — Bashful