ତୌର୍ୟ୍ୟତ୍ରିକ Ta̲u̲rj̄yatrika

  • ସଂ. ବି. (ତୌର୍ଯ୍ୟ+ତ୍ରି+କ) — ଗୀତ, ବାଦ୍ୟ ଓ ନୃତ୍ୟ ଏହି ତିନିଙ୍କର ଏକତ୍ର ମିଳନ; ଏକ ସଙ୍ଗେ ନାଟ, ଗାଉଣା ଓ ବାଜଣା — Song, music and dancing; dancing accompanied by vocal and instrumental music; symphonic dance; dance to the accompaniment of music and song
  • ସଂ. ବି. (ତୌର୍ଯ୍ୟ+ତ୍ରି+କ) — ଗାଉଣା ବାଜଣା — Music (vocal and instrumental)
  • ସଂ. ବି. (ତୌର୍ଯ୍ୟ+ତ୍ରି+କ) — [ଦ୍ର—ମନୁ ଏହାକୁ କାମଜ ବ୍ୟସନରୂପେ ଗଣନା କରି ଅଛନ୍ତି ଓ ଏହା ତ୍ୟାଜ୍ୟ ବୋଲି କହି ଅଛନ୍ତି। ହି. ଶବ୍ଦସାଗର]