ତୌରେତ୍ Ta̲u̲ret

  • ବୈଦେ. ବି. (ହେବ୍ରୁ ଭାଷା) — ଇହୁଦୀମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ — The scripture of the Jews
  • ବୈଦେ. ବି. (ହେବ୍ରୁ ଭାଷା) — [ଦ୍ର— ଏହା ମହାତ୍ମା ମୂଷା — (Moses)ଙ୍କ ପରେ ପ୍ରକଟିତ ଏଥିରେ ସୃଷ୍ଟି ଓ ଆଦାମଙ୍କ ଉତ୍ପତ୍ତି ବିଷୟ ବର୍ଣ୍ଣିତ ହୋଇଅଛି ହି. ଶବ୍ଦସାଗର]