ତୌତାତିତ Ta̲u̲tātita

  • ସଂ. ବି — ଜୈନମାନଙ୍କ ଶ୍ରେଣୀବିଶେଷ (ହି. ଶବ୍ଦସାଗର) — A sect of the Ja̲i̱nas
  • ସଂ. ବି — କୁମାରିଲ ଭଟ୍ଟଙ୍କର ଏକ ନାମ (ହି. ଶବ୍ଦସାଗର) — A name of the Hindu religious reformer Kumārila Bhaṭṭa