ତୋୟସୂଚକ Toyasūchaka

  • ସଂ. ବି ( 6 ଷ୍ଠୀ ତତ୍; ତୋୟ=ଜଳ+ସୂଚକ=ଜ୍ଞାପକ; ଯାହାର ରବ ଶୁଣିଲେ ଶୀଘ୍ର ବୃଷ୍ଟି ହେବ ବୋଲି ବୋଧ ହୁଏ) — ଭେକ; ବେଙ୍ଗ — Frog
  • ସଂ. ବି ( 6 ଷ୍ଠୀ ତତ୍; ତୋୟ=ଜଳ+ସୂଚକ=ଜ୍ଞାପକ; ଯାହାର ରବ ଶୁଣିଲେ ଶୀଘ୍ର ବୃଷ୍ଟି ହେବ ବୋଲି ବୋଧ ହୁଏ) — ଜ୍ୟୋତିଷରେ ବର୍ଷାକାରକ ଯୋଗବିଶେଷ — Name of an astrological conjunction of stars which foretells a shower