ତୋଡ଼ାଣିଆ Toṟḍ̠āṇiā

  • ଦେ. ବି. — ଏକପ୍ରକାର ଲତା ତୃଣ — A medicinal creeper
  • ଦେ. ବି. — [ଦ୍ର—ଏହାର ମୂଳ ଗୋରୁଙ୍କ ପାଇଁ ଔଷଧରେ ବ୍ଯବହୃତ ହୁଏ ଓ ମନୁଷ୍ୟ ଦେହରେ ବାହାରି ଥିବା ବଥରେ ଏହି ମୂଳକୁ ବାଟି ଲେପ ଦେଲେ ଅଳ୍ପ ସମୟ ମଧ୍ୟରେ ବଥ ଫାଟି ଯାଏ ।]
  • ବିଣ. — ତୋଡ଼ାଣି ମାତ୍ର ଖାଇ ଜୀବନ ଧାରଣ କରୁଥିବା; ଅତ୍ୟନ୍ତ ଗରୀବ — Very poor; subsisting on gruel water only
  • ବିଣ. — ତୋଡ଼ାଣି ମିଶ୍ରିତ — Mixed with gruel water
  • ବିଣ. — ପରଘରେ ତୋଡ଼ାଣି ପିଇ ବଞ୍ଚିଥିବା; ପରାନ୍ନଭୋଜୀ — Subsisting on another person's liberality
  • ପ୍ରାଦେ. (ଯାଜପୁର) ବିଣ. — ତୋଡ଼ାଣିରେ ଖାଇବା ପାଇଁ ଉପଯୁକ୍ତ — Fit 'for being taken with Toṟḍ̠āṇi
  • ପ୍ରାଦେ. (ଯାଜପୁର) ବିଣ. — (ଯଥା—ଆମ୍ବକସି ତୋଡ଼ାଣିଆ ହେଲାଣି ।)