ତୋଡ଼ାଇବା Toṟḍ̠āibā

  • ଦେ. କ୍ରି. — ତୋଡ଼ିବା କ୍ରିୟାର ଣିଜନ୍ତ ରୂପ — The causative form of Toṟḍ̠ibā
  • ଦେ. କ୍ରି. — ଅନ୍ୟଦ୍ୱାରା ତୋଡ଼ିବା କର୍ମ କରାଇବା; ଭଙ୍ଗାଇବା — To cause to be broken or demolished
  • ଦେ. କ୍ରି. — ଅନ୍ୟଦ୍ୱାରା ଗାଲ ଚିମୁଟାଇବା — To cause one's cheeks to be pinched by another person