ତୋଷାଖାନା Toshākhānā
- ବୈଦେ. ବି. (ଫା. ତୋଷାଖାନା;) — ଯେଉଁ ଘରେ ରାଜା ଆଦିଙ୍କ ପୋଷାକପତ୍ର ଓ ଅଳଙ୍କାରାଦି ରହେ — Wardrobe of a Raja; a room where a Raja's dress and ornaments are kept
- ବୈଦେ. ବି. (ଫା. ତୋଷାଖାନା;) — ଧନାଗାର; ଭଣ୍ଡାର — A store room
- ବୈଦେ. ବି. (ଫା. ତୋଷାଖାନା;) — [ଦ୍ର—ଫାର୍ସୀରେ ତୋଷା ଶବ୍ଦର ଅର୍ଥ ବାଟରେ ଖାଇବା ପାଇଁ ଯାତ୍ରୀ ଆପଣା ସାଙ୍ଗରେ ଯେଉଁ ଖାଦ୍ୟ ଦ୍ରବ୍ୟ — (victuals)ସାଙ୍ଗରେ ନେଇଥାଏ]