ତୋଳିଦେବା Toḻidebā

  • ଦେ. କ୍ରି — ତୋଳିବା (ଦେଖ) — Toḻibā (See)
  • ଦେ. କ୍ରି — ପ୍ରତିଜ୍ଞା ସୂତ୍ରେ ଆବଦ୍ଧ ସ୍ୱରୂପ କୌଣସି ପଦାର୍ଥ ଅନ୍ୟର ହାତକୁ ଟେକି ଦେବା — To hand over a thing to another as a promised gift
  • ଦେ. କ୍ରି — ବାରି ତୋଳି ଦେଲେ ଶଙ୍ଖେ ଶଙ୍ଖେ ରତନ। ଭଞ୍ଜ. ବୈଦେହୀଶବିଳାସ।