ତୋଳି ଧରିବା Toḻi dharibā
- ଦେ. କ୍ରି — ଆଦର ଓ ଯତ୍ନ କରିବା — To take proper care; to look after
- ଦେ. କ୍ରି — ତୋଳି ଧରିବାକୁ ତାଙ୍କୁ ଆସିଛନ୍ତି ଧାଇଁ ତାଙ୍କ ପ୍ରିୟତମ ଗଣ। ଭିକାରୀ. ରତ୍ନମାଳୀ।
- ଦେ. କ୍ରି — ତୋଳିନେବା (ଦେଖ) — Toḻinebā (See)
- ଦେ. କ୍ରି — ତଳେପଡ଼ିଥିବା ବସ୍ତୁ ବା ବ୍ୟକ୍ତିକୁ ଟେକି ଧରିବା — To hold up a thing or person fallen on the ground by lifting it or him up