ତୋଳାଇବା Toḻāibā
- ଦେ. କ୍ରି. — ତୋଳିବା କ୍ରିୟାର ଣିଜନ୍ତରୂପ — The causative form of Toḻibā
- ଦେ. କ୍ରି. — (ଗୃହଆଦି) ଅନ୍ୟଦ୍ୱାରା ନିର୍ମାଣ କରାଇବା — To cause (houses) to be erected
- ଦେ. କ୍ରି. — ଇନ୍ଦ୍ରର ଅମରାବତୀ ପ୍ରାୟେ ସେ ନଗରୀ, ତୋଳାଇଲେ ମନୁ ରାଜା ନିଜେ ଇନ୍ଦ୍ର ସରି। ମଧୁସୂଦନ ବାଳରାମାୟଣ।
- ଦେ. କ୍ରି. — ଅନ୍ୟଦ୍ୱାରା ଗଛରୁ ଫଳ ଫୁଲ ଆଦି ଛିଣ୍ଡାଇବା — To cause to be plucked
- ଦେ. କ୍ରି. — ଭୂମିରେ ଶୁଖୁଥିବା ଲୁଗାଆଦିକୁ ଅନ୍ଯ ଲୋକଦ୍ୱାରା ଗୋଟାଇ ନେବା ବା ଉଠାଇ ନେବା — To cause a cloth (which has been spread on the ground) to be taken up or picked up
- ଦେ. କ୍ରି. — [ଦ୍ର—ଏ କ୍ରିୟାର ଅସମାପିକା ରୂପସଙ୍ଗେ ଆଣିବା, ଦେବା ନେବା, ପକାଇବା କ୍ରିୟାର ସମାପିକା ଯୁକ୍ତ ହୁଏ।]