ତୋରଣ—ହସନ Toraṇa-hasana

  • ଦେ. (ପ୍ରାଚୀନ) ବି — ତାରନିର୍ମିତ ଅଣ୍ଟାସୂତା — A wire-woven waist-chain
  • ଦେ. (ପ୍ରାଚୀନ) ବି — ତଥି ଉପରେ ମଣିମୟ ରଶନା ତୋରଣ—ହସନ ଜାଣି—ପ୍ରାଚୀ. ରସବାରିଧି।