ତୋତଳାଇବା Totaḻāleḻeibā

  • ଦେ. କ୍ରି.—(ସଂ. ତ୍ରୁଟ୍ ଧାତୁ କିମ୍ବା କଥା କହିଲାବେଳେ ତୋ—ତୋ ହେବା ଧ୍ୱନ୍ୟନୁକରଣ) — ଖନେଇବା; ଅକ୍ଷରମାନ ଏକାଧିକ ଥର ଉଚ୍ଚାରଣ କରି କଥା କହିବା — To stammer