ତୋଟିକଟା Toṭikaṭā

  • ଦେ. ବିଣ — ଗଳାକଟା; ତଣ୍ଟିକଟା; ଯେ ତୋଟି କାଟି ଦେଇ ମନୁଷ୍ୟକୁ ମାରେ — Cut-throat
  • ଦେ. ବିଣ — ପରତେ ନ ଯିବୁ ତୋଟିକଟାକୁ। ଢଗ ।
  • ଦେ. ବିଣ — ନରହନ୍ତା — A murderer
  • ଦେ. ବିଣ — ବିଶ୍ୱସଘାତକ — A faithless person
  • ଦେ. ବିଣ — କୌଣସି ଲୋକର ତୋଟି କାଟି ତାଠାରୁ ଅପହୃତ (ଧନ) — Obtained by cutting a man's throat
  • ବି. — ତୋଟିକୁ କାଟିବା — Cutting of the man's throat