ତୋଟି ବସିବା Toṭi basibā

  • ଦେ. ବି — ତଣ୍ଟି ବସିବା; ବହୁତ ପାଟି କରିବା ବା ଶରଦ ଆଦି ଯୋଗୁଁ ଗଳାର ସ୍ୱର କମିଯିବା; କଣ୍ଠସ୍ୱର ମନ୍ଦ୍ର ହୋବା — Hoarseness of one's voice (due to cold etc)
  • ଦେ. ବି — ଶରଦ ଆଦି ଯୋଗୁଁ ମନୁଷ୍ୟର ସ୍ୱର ଆଦୌ ଶୁଣା ନ ଯିବା — Low or subdued voice due to cold or over straining of the larynx