ତୋଟି ଧରିବା Toṭi dharibā

  • ଦେ. କ୍ରି — ଅନ୍ଯ ବ୍ଯକ୍ତିର ତଣ୍ଟିକୁ ଚିପି ତାକୁ ଅବଶ ବା ଆକାନ୍ତ କରିବା — To overcome a person by holding his throat tightly
  • ଦେ. କ୍ରି — ନାଛୋଡ଼ବନ୍ଦା ହୋଇ କୌଣସି ବ୍ଯକ୍ତି ସହିତ ଅଳି କରିବା; ବିବ୍ରତ କରିବା; ଅତ୍ୟନ୍ତ ବ୍ୟସ୍ତ କରିବା — To pester a person by importunities; to ply a person with importunity
  • ଦେ. ବି — ଗଳାଫୁଲା; କଣ୍ଠନାଳୀ ଓ କଣ୍ଠ ଦେଶର ଫୁଲା ଓ ଦରଜ ହେବା — Swelling and pain in the throat