ତୋଟି ଦରଜ Toṭi daraja

  • ଦେ. ବି. (ସଂ. ତ୍ରୋଟି+ଫା. ଦର୍ଦ) — ଗଳା ବା କଣ୍ଠ— ନାଳୀ ଭିତରେ ବ୍ଯଥା ଓ ଦରଜର ଅନୁଭୂତି — Having pain in the larynx
  • ଦେ. ବି. (ସଂ. ତ୍ରୋଟି+ଫା. ଦର୍ଦ) — (ଲକ୍ଷଣାର୍ଥ) ଯନ୍ତ୍ରଣା ଦେଇ ମାରି ପକେଇବା — (figurative) To kill a person by inflicting much pain
  • ଦେ. ବି. (ସଂ. ତ୍ରୋଟି+ଫା. ଦର୍ଦ) — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ତାହାର ଜୀବିକାରୁ ବଞ୍ଚିତ କରିବା — (figurative) To deprive a person of his livelihood
  • ଦେ. ବି. (ସଂ. ତ୍ରୋଟି+ଫା. ଦର୍ଦ) — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିର ସର୍ବନାଶ ଘଟାଇବା — (figurative) To bring ruin upon a person
  • ଦେ. ବି. (ସଂ. ତ୍ରୋଟି+ଫା. ଦର୍ଦ) — ସେହିରୂପରେ ଅବିନୟ ଦେହେ ଘୋଟି କାଳକୁ ସଙ୍ଗେ ଘେନି ଚିପିଦିଏ ତୋଟି—କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ
  • ଦେ. ବି. (ସଂ. ତ୍ରୋଟି+ଫା. ଦର୍ଦ) — [ଦ୍ର— ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକେଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ।]