ତୋଟି ଚିପା Toṭi chipā
- ଦେ. ବି — ନିଶ୍ୱାସ ବନ୍ଦ କରି ପ୍ରାଣନାଶାର୍ଥ କୌଣସି ବ୍ଯକ୍ତିର ତୋଟିକୁ ଚିପିବା; ଶଙ୍ଖୀ ଚିପିବା — Strangling a person by the throat
- ବିଣ — ଯେ ତୋଟିକୁ ଚିପି ମନୁଷ୍ୟକୁ ମାରେ — Strangler
- ବିଣ — ଯେଉଁ ଲୋକ ପରର ତଣ୍ଟିକି ଚିପି ତାହାର ମୁହଁ ପାଖରୁ ଖାଦ୍ୟ ଛଡ଼ାଇ ଆଣେ — One who wrests away the food from another's mouth by strangling him
- ବିଣ — ଅନ୍ଯ ବ୍ଯକ୍ତିର ତଣ୍ଟି ଚିପି ଜବରଦସ୍ତି ଅଣା ଯାଇଥିବା (ଧନ) — Obtained by strangling
- ବିଣ — (ଲକ୍ଷଣାର୍ଥ) ଯେଉଁ ଧନ ପରକୁ ଉତ୍ପୀଡ଼ିତ କରି ସଂଗୃହୀତ ହୋଇ ଥାଏ — (figurative) (money) Obtained by oppression or extortion
- ବିଣ — (ଯଥା—ପ୍ରଜାଙ୍କ ତୋଟିଚିପା ଧନରେ ସେ ରଜା ବଡ଼ ଲୋକ ବୋଲାଉଛି ।)