ତୋଟି କାଟିବା Toṭi kāṭibā

  • ଦେ. କ୍ରି — ମନୁଷ୍ୟର ତଣ୍ଟି କାଟି ମାରିବା; — To kill a person by cutting his throat
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିର ସର୍ବନାଶ କରିବା — (figurative) To ruin a person
  • ଦେ. କ୍ରି — ବିଶ୍ୱାସଘାତକତା ଆଚରଣ କରିବା — To do a faithless act; to act perfideously
  • ଦେ. କ୍ରି — ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏଟି କି । କବିସୂର୍ଯ୍ୟ. ସଙ୍ଗୀତ।