ତୋଟାଳୀୟା Toṭāḻīyā

  • ଦେ. ବି — ତୋଟାଳ (ଦେଖ) — Toṭāḻa (See)
  • ଦେ. ବିଣ. — ଯେ ତୋଟାକୁ ଜଗିଥାଏ — Watching an orchard
  • ଦେ. ବିଣ. — ଦ୍ରବ୍ୟ ଥାଇ ଯାର କାର୍ଯ୍ୟକୁ ନ ଆସଇ ତୋଟାଳୀୟା ମାନବ ପରି ଜାଣ ସେହି। କୃଷ୍ଣସିଂହ. ମହାଭାରତ. ବନ