ତୈଳମର୍ଦ୍ଦନ Ta̲i̱ḻamarddana

  • ସଂ. ବି. ( 6 ଷ୍ଠୀ ତତ୍; ତୈଳ+ମର୍ଦ୍ଦନ) — ଦେହରେ ତେଲ ମାଲିଶ୍ କରିବା; ତେଲ ମାଖିବା — Anointing or rubbing oil on the body
  • ଦେ. ବି. (ଲକ୍ଷଣାର୍ଥ) — କୌଣସି ବ୍ଯକ୍ତିକୁ ଖୋସାମତ ବା ଚାଟୁ କରିବା — (Figurative) Flattering a person